ଭାରତ ଦେବ ମାତ୍ର ୧୦% ଟାରିଫ, ଆମେରିକାର କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଗରେ ଲାଲ ଟ୍ରମ୍ପ; ଭାରତକୁ ବଡ଼ ଆଶ୍ୱସ୍ତି…
ନୂଆଦିଲ୍ଲୀ: ହ୍ୱାଇଟ୍ ହାଉସ୍ କହିଛି ଯେ ଭାରତ ସମେତ ଆମେରିକାର ବାଣିଜ୍ୟିକ ଅଂଶୀଦାରମାନେ ଯେଉଁମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସହିତ ଟାରିଫ ଚୁକ୍ତିନାମା କରିଥିଲେ,…

