WHO ରୁ ଅଲଗା ହେଲା ଆମେରିକା; ଟ୍ରମ୍ପଙ୍କୁ ଦେବାକୁ ପଡିବ ୨୬୦୦କୋଟି ଟଙ୍କା, ଜାଣନ୍ତୁ ବିଶ୍ୱ ଉପରେ କ’ଣ ପଡ଼ିବ ପ୍ରଭାବ ?
ନୂଆଦିଲ୍ଲୀ: ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରୁ ଓହରିଗଲା। ଜେନେଭାରେ ଥିବା ସଂଗଠନର ମୁଖ୍ୟାଳୟରୁ ଦେଶର ପତାକା ମଧ୍ୟ ହଟାଇ ଦିଆଯାଇଛି।
ଆମେରିକାର ସ୍ୱାସ୍ଥ୍ୟ ଏବଂ ବୈଦେଶିକ ବିଭାଗ ଏକ ପ୍ରେସ୍ ବିବୃତ୍ତି…
