fbpx
Browsing Tag

#usa

ପ୍ରଥମ ଥର ଗବେଷଣାରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା: ଆବର୍ଜନାର ପାହାଡ଼ କାରଣରୁ ବଢ଼ୁଛି ବାୟୁମଣ୍ଡଳର ତାପମାତ୍ରା

ନୂଆଦିଲ୍ଲୀ: ଆପଣ ଯେ କୌଣସି ସହରକୁ ଯାଆନ୍ତି ସେଠାରେ ଗୋଟିଏ ଜିନିଷ କମନ୍ ଦେଖିବାକୁ ପାଇବେ । ତାହା ହେଉଛି ‘ଆବର୍ଜନାର ପାହାଡ଼’ । ତେବେ ଏହି ଆବର୍ଜନା ଆମ ପରିବେଶ ତଥା ଆମର ସ୍ୱାସ୍ଥ୍ୟ ପାଇଁ କେତେ ଯେ କ୍ଷତିକାରକ…

୪୬ ବର୍ଷ ତଳର ଘଟଣା: ଗୋଟିଏ ଦିନରେ ଘଟିଥିଲା ୯୦୦ ଲୋକଙ୍କର ମୃତ୍ୟୁ, ଶୁଣିଲେ ଆଜି ବି ଛାତି ଥରି ଉଠେ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏଭଳି କିଛି ଅବିଶ୍ୱସନୀୟ ଘଟଣା ଘଟିଥାଏ, ଯାହା ବିଷୟରେ ଶୁଣିବା ପରେ ଆମର ମନ-ଶରୀର ସତେ ଯେମିତି ଓଲଟ ପାଲଟ ହୋଇଯାଏ । ବେଳେବେଳେ ମାନସିକ ଦୁଶ୍ଚିନ୍ତା କାରଣରୁ କିଛି ପୁରୁଷ,…

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି: ଏହା ପଛର ରହସ୍ୟ କ’ଣ? ସମସ୍ତଙ୍କର ବୟସ ୨୫ ବର୍ଷରୁ କମ୍

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଆମେରିକାରେ ଜଣଙ୍କ ପରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ପ୍ରାରମ୍ଭରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ଜୀବନ ହାନୀ ଘଟି ସାରିଲାଣି । ସବୁଠାରୁ ବଡ଼ କଥା…

ଏକ ଅଜବ ପ୍ରକାରର ଛାଡ଼ପତ୍ର ମାମଲା: ପତ୍ନୀ ଦେଲେ ଡିଭୋର୍ସ, ପତି କହିଲେ- ‘ମୁଁ ତୁମକୁ କିଡନୀ ଡୋନେଟ୍ କରିଥିଲି, ଏବେ ମୋତେ କିଡନୀ ଫେରସ୍ତ…

ନୂଆଦିଲ୍ଲୀ: ଆଜିକାଲି ପତି-ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ବଢ଼ୁଥିବା ଦେଖାଯାଉଛି । ତେବେ ସାଧାରଣ ଭାବେ ଡିଭୋର୍ସ ପରେ ପତ୍ନୀ ଓ ଛୁଆପିଲାଙ୍କ ଭରଣପୋଷଣ ପାଇଁ ସ୍ୱାମୀ ପ୍ରତି ମାସରେ ଅର୍ଥରାଶି ପ୍ରଦାନ କରିଥାନ୍ତି ।…

U-19 ବିଶ୍ୱକପରେ ଭାରତର କମାଲ: ଆମେରିକା ୫୦ ଓଭର ଖେଳିଲା, ମାତ୍ର ୧୨୫ ରନରେ ଅଟକିଗଲା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଯୁବ ବାହିନୀ କମାଲ୍ କରିଛି । ଆମେରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୨୦୧ ରନର ଏକ ବୃହତ୍ ବିଜୟ ହାସଲ କରିଛି । ଆମେରିକା ଟସ୍ ଜିତି ଭାରତକୁ…

ଏକ ବିରଳ ଘଟଣା: ଜଣେ ମହିଳା ଦୁଇଟି ଗର୍ଭାଶୟରେ ଗର୍ଭଧାରଣ କଲେ, ଦୁଇ ଶିଶୁଙ୍କୁ ଜନ୍ମଦେଲେ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ପୃଥିବୀରେ ଏଭଳି କିଛି ଘଟଣା ଘଟିଥାଏ ଯାହାକୁ ସହଜରେ କେହି ବିଶ୍ୱାସ କରନ୍ତି ନାହିଁ । ସାଧାରଣ ଭାବେ ଜଣେ ମହିଳା ଗୋଟିଏ ଗର୍ଭାଶୟରେ ୯ ମାସ ପର୍ଯ୍ୟନ୍ତ ଗୋଟିଏ ଶିଶୁକୁ ଧାରଣ କରିବା ପରେ…

ବିଦେଶରେ ଗୁଞ୍ଜରିତ ହେବ ‘ଜୟ ଶ୍ରୀରାମ’: ଆମେରିକାର ୧୧୦୦ ମନ୍ଦିରରେ ହେବ ଭବ୍ୟ ସମାରୋହ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସ ୨୨ ତାରିଖରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏହି ପ୍ରତିଷ୍ଠା ଦିବସରେ…

ବଡ଼ ଖୁଲାସା! ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ପାକିସ୍ତାନକୁ ଧମକ ଦେଇଥିଲା ଆମେରିକା

ନୂଆଦିଲ୍ଲୀ: ଗତ ୫ ତାରିଖରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଥିଲେ । ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ଜିଲ୍ଲା ଓ ସେସନ୍ସ କୋର୍ଟ ଇମ୍ରାନଙ୍କୁ ୩ ବର୍ଷର…

ଆମେରିକାରେ ଭୟଙ୍କର ଭାବେ ବ୍ୟାପୁଛି ‘HMPV Virus’: ଶ୍ୱାସ ଜରିଆରେ ଶରୀରରେ ପ୍ରବେଶ କରି ଫୁସଫୁସକୁ ସଂକ୍ରମିତ କରୁଛି, ସତର୍କ କଲା CDC

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜର ମାୟାଜାଲରେ କବଳିତ ରଖିବା ପରେ କରୋନା ଭାଇରସକୁ ନେଇ ଚଳିତ ବର୍ଷ ପ୍ରାରମ୍ଭରେ ପୁଣି ଆଶଙ୍କା ପ୍ରକାଶ ପାଇଥିଲା । ଚୀନରେ ଅଚାନକ ସଂକ୍ରମଣ ବଢ଼ିବା…

ଶେଷରେ ଦୁଃଖ ବୁଝିଲେ ଈଶ୍ୱର: ଆମେରିକାରେ ନୂଆ ଜୀବନ ଆରମ୍ଭ କରିବ ୪ ବର୍ଷର ଝିଅ ‘ନିରୁପା’, ୪ ବର୍ଷ ତଳର ଲୋମଟାଙ୍କୁରା କାହାଣୀ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଏ ଦୁନିଆରେ ଯାହାର କେହି ନାହାନ୍ତି ତାକୁ ସ୍ୱୟଂ ଉପରବାଲା ସହାୟ ହୁଅନ୍ତି । ଏପରି କିଛି ଘଟିଛି ଗୋଟିଏ ୪ ବର୍ଷର ନିରୀହ ଶିଶୁ ‘ନିରୁପା’ ସହିତ । ଏଇ ନିରୀହ ଝିଅ ନିରୁପାର…