ଜଙ୍ଗଲ ନିଆଁରୁ ସୁରକ୍ଷା ଦେଲା ପ୍ରକୃତି; ସ୍ନୋ ଫଲ ସହ ବର୍ଷା ଫଳରେ ବଢିଲା ଆର୍ଦ୍ରତା, ପ୍ରଶାସନକୁ ମଧ୍ୟ ସାମାନ୍ଯ ଆଶ୍ବସ୍ଥି…
ଓଡିଶା ଭାସ୍କର: ଏପରି ଘଟଣା ବୋଧେ ପ୍ରଥମ ଥର ହୋଇଛି। ଜଙ୍ଗଲରେ ନିଆଁ ଲାଗିବାରୁ ରକ୍ଷା କରିବା ପାଇଁ ପ୍ରକୃତି ଢାଲ ଭାବରେ ଉଭା ହୋଇଛି। ଉତ୍ତରାଖଣ୍ଡ ଜଙ୍ଗଲରେ ଗ୍ରୀଷ୍ମ ରୁତୁ ହେଲେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ…
