Vaibhav Suryavanshi: 175 ରନର ବିସ୍ଫୋରକ ଶତକ ମାରି ବି ହାରିଗଲେ ବୈଭବ! ଫାଇନାଲରେ ଭାଙ୍ଗିଲା ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ
ନୂଆଦିଲ୍ଲୀ: U-19 ବିଶ୍ୱକପ୍ ଫାଇନାଲରେ, ବୈଭବ ସୂର୍ଯ୍ୟବଂଶୀ ଏକ ଇନିଂସ ଖେଳିଥିଲେ ଯାହା ଦୀର୍ଘ ସମୟ ପାଇଁ ମନେ ରହିବ। ବାମହାତୀ ବ୍ୟାଟସମ୍ୟାନ ଇଂଲଣ୍ଡ ବିପକ୍ଷରେ ୮୦ ବଲ୍ ରେ ୧୭୫ ରନ କରିଥିଲେ। ଏହି ଇନିଂସରେ ବୈଭବ…
