କାନ୍ଦି କାନ୍ଦି ଫେରିଲେ ଶ୍ରଦ୍ଧାଳୁ, ଅଧାରୁ ବନ୍ଦ ହେଲା ବୈଷ୍ଣୋ ଦେବୀଙ୍କ ଦର୍ଶନ
ଜମ୍ମୁକାଶ୍ମୀର: କାନ୍ଦି କାନ୍ଦି ଫେରିଲେ ଶ୍ରଦ୍ଧାଳୁ। ଅଧାରୁ ବନ୍ଦ ହେଲା ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ। କାରଣ ମାଆଙ୍କ ଦର୍ଶନ ପାଇଁ ଏବେ ଭକ୍ତଙ୍କ ସୁଅ ଛୁଟୁଛି। ଆଉ ଏପରି ପରିସ୍ଥିତିରେ ଏହି ଖବର ଭକ୍ତମାନଙ୍କୁ…

