ବୈଷ୍ଣୋ ଦେବୀଙ୍କ ପାଖରେ ଦାନ ହେଇଛି ୯୫% ନକଲି ରୂପା, ସରକାରୀ ଟିମ୍ କହିଲେ ଏଥିରୁ ହେଉଛି କ୍ୟାନ୍ସର!
ନୂଆଦିଲ୍ଲୀ: ଭକ୍ତ ନିଜର ମନସ୍କାମନା ନେଇ ମନ୍ଦିରକୁ ଯାଏ । ମାନସିକ ପୂରଣ ହେବା ପରେ ସେ ମନ୍ଦିରରେ କିଛି ଦାନ କରିଥାଏ । ଦାନ କରାଯାଉଥିବା ସୁନା-ରୂପା- ଏବଂ ଟଙ୍କା ପାଇସା, ମନ୍ଦିର ଟ୍ରଷ୍ଟି ଦ୍ୱାରା ପରିଚାଳିତ ହୁଏ ।…

