RBI ଓ Bank of Russia ମଧ୍ୟରେ ହେବ ବଡ଼ ଡିଲ୍: ମୋଦୀ-ପୁଟିନଙ୍କ ନିଷ୍ପତ୍ତିରେ ହତବାକ୍ ହୋଇଯିବ ବିଶ୍ୱ
ନୂଆଦିଲ୍ଲୀ: ଭାରତ ଓ ରୁଷିଆକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ତେବେ ଏହି ଦୁଇ…
