ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟଶିବିର: ଆଦିବାସୀଙ୍କ ଜୀବନ ବଦଳାଇଛି ବେଦାନ୍ତ; ମିଳୁଛି ଗୁଣାତ୍ମକ ଚିକିତ୍ସା
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟପ୍ରଶାସନ ଏବଂବଲାଙ୍ଗୀର ସ୍ୱରାଜ ହସ୍ପିଟାଲର ସହଯୋଗରେ କଳାହାଣ୍ଡିର ଗୁଣପୁର ଗ୍ରାମରେ ଏକ ମାଗଣା ମଲ୍ଟି…

