ପ୍ରସିଦ୍ଧ ସାଉଥ ଚଳଚ୍ଚିତ୍ର ପ୍ରଯୋଜକଙ୍କ ଦେହାନ୍ତ, 68 ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
ନୂଆଦିଲ୍ଲୀ: ରୋମାଣ୍ଟିକ ଡ୍ରାମା ଫିଲ୍ମ 'କଥଲ କଢାଇ' ପାଇଁ ପ୍ରସିଦ୍ଧ ତାମିଲ ଫିଲ୍ମ ନିର୍ମାତା, ସିନେମାଟୋଗ୍ରାଫର ଏବଂ ଅଭିନେତା ଭେଲୁ ପ୍ରଭାକରନଙ୍କର ଆଜି ଦେହାନ୍ତ ହୋଇଛି । ଆଜି ସକାଳେ ଚେନ୍ନାଇର ଏକ ଘରୋଇ…
