Breaking News ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ଆଜି ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ Odisha Bhaskar Bureau Jan 11, 2024 ଓଡିଶା ଭାସ୍କର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଗୋଟିଏ ପରିତ୍ୟକ୍ତ ବୋରୱେଲ ଏକ ଶିଶୁକନ୍ୟା ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିଲା। ଡାକ୍ତରଖାନା ପରିସରରେ ତାହାର ଏକୋଇଶିଆ ପାଳନ…