ଲେହ ହିଂସା ମାମଲାରେ ବଡ଼ ସୂଚନା, ଗିରଫ ହେଲେ ସୋନମ ୱାଙ୍ଗଚୁକ, ଇଣ୍ଟରନେଟ୍ ବନ୍ଦ, ସ୍କୁଲ କଲେଜ୍ ସବୁ ଛୁଟି
ଲେହ: ସାମାଜିକ କର୍ମୀ ସୋନମ ଓ୍ୱାଙ୍ଗଚୁକ୍ ଗିରଫ। ଜାତୀୟ ସୁରକ୍ଷା ଆଇନ୍ ବଳରେ ଗିରଫ କଲା ଲଦାଖ ପୋଲିସ। ଲେହରେ ବ୍ୟାପକ ହିଂସା ପାଇଁ ସୋନମ ଓ୍ୱାଙ୍ଗଚୁକ୍ ଗିରଫ।
ହିଂସାକୁ ଉସୁକାଇବା ଭଳି ଭାଷଣ ଦେବା ଅଭିଯୋଗରେ…

