ଆପଣଙ୍କୁ ବି ଦରକାର କି VIP ନଂ, ଏବେ ଘରେ ବସି କିଣିପାରିବେ, କିନ୍ତୁ କେମିତି? ଜାଣନ୍ତୁ ପୁରା ପ୍ରକ୍ରିୟା…
VIP Mobile Number: ଆଜିକାଲି ଅନେକ ଲୋକ ୟୁନିକ ଏବଂ ମନେ ରହୁଥିବା ମୋବାଇଲ୍ ନମ୍ବର ଚାହାଁନ୍ତି। ପୂର୍ବରୁ, ଏପରି ନମ୍ବର ପାଇବା ପାଇଁ ଅନେକ ସମୟ ଲାଗୁଥିଲେ । କିନ୍ତୁ ବର୍ତ୍ତମାନ ଭାରତରେ ଏକ VIP କିମ୍ବା ଫ୍ୟାନ୍ସି…
