ପ୍ରତିଦିନ ୧୦,୦୦୦ ଷ୍ଟେପ ଚାଲିବା କ’ଣ ଜରୁରୀ? ଚାଲିଲେ କଲେ କେଉଁ ରୋଗ ଭଲ ହୁଏ; ଉତ୍ତର ଆଶ୍ଚର୍ଯ୍ୟ କରିଦେବ
ନୂଆଦିଲ୍ଲୀ: ଆଜିକାଲି ଚାଲିବା ଲୋକଙ୍କ ପାଇଁ ଏକ କାମ ହୋଇଗଲାଣି। ପୂର୍ବରୁ ଲୋକମାନେ କୌଣସି କାରଣ ବିନା ମଧ୍ୟ ପ୍ରତିଦିନ ୧୦,୦୦୦ ଷ୍ଟେପ ଚାଲୁଥିଲେ। ଆଜିକାଲି ଲୋକମାନେ ୧୦,୦୦୦ ଷ୍ଟେପ ଚାଲିବାକୁ ଲକ୍ଷ୍ୟ ରଖିଛନ୍ତି।…

