ଭାରତକୁ ଟାରିଫ ଟଙ୍କା ଫେରାଇବ ଆମେରିକା ! ଟ୍ରମ୍ପଙ୍କ ଅର୍ଥମନ୍ତ୍ରୀ ଦେଲେ ବଡ଼ ସଂକେତ…
ୱାଶିଂଟନ: ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଟ୍ରମ୍ପ ସରକାରଙ୍କୁ କୋଟି କୋଟି ଡଲାର ଫେରସ୍ତ କରିବାକୁ ପଡ଼ିପାରେ। ଯଦିଓ ଏହି…

