କ୍ରିକେଟ ଖେଳରୁ ମହାଭାରତ; ଅମ୍ପାୟାର ୱାଇଡ ଦେଲେ ବୋଲି ରାଗିଗଲେ ବୋଲର, ମୁଣ୍ଡକୁ ବଲ ମାରିଲେ, ବ୍ୟାଟରେ ଛେଚିଲେ
ଲକ୍ଷ୍ନୌ: କ୍ରିକେଟ ଖେଳରୁ ମହାଭାରତ । ଉତ୍ତର ପ୍ରଦେଶର ଗାଜିଆବାଦର ଏକ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଳିମାନେ ହଙ୍ଗାମା କରିଥିଲେ। ଅମ୍ପାୟାର ୱାଇଡ୍ ବଲ୍ ଡାକିବା ନେଇ ବିବାଦ ଏତେ ବଢ଼ିଗଲା ଯେ ସେମାନେ ପଡ଼ିଆରେ…

