ନୋ DJ, ନୋ ଫାଷ୍ଟଫୁଡ୍, ନୋ ଗିଫ୍ଟ୍ସ… ବାହାଘର ପାଇଁ ନୂଆ ନିୟମ, ଅବମାନନା କଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା
ଉତ୍ତରାଖଣ୍ଡ: ବ୍ରତଘର ହେଉ କି ବାହାଘର... ଲୋକେ ମଉଜ ମସ୍ତି କରିବା ଅପେକ୍ଷା ଖାଇବା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ଆଉ ଏବେକା ସମୟରେ ଅଧିକାଂଶ ଲୋକଙ୍କ ପସନ୍ଦ ମେନ୍ କୋର୍ସ ଠାରୁ ଷ୍ଟାଟର ଆଇଟମ୍ ଉପରେ ଅଧିକ ରହୁଛି।…

