ସବୁଦିନ ନୁହେଁ କେବଳ ଶନିବାର-ରବିବାର ପିଅନ୍ତି ମଦ, ଏତିକି ଡ୍ରିଙ୍କ୍ କ’ଣ ଖରାପ କରିଦେବ ଲିଭର
ଓଡିଶାଭାସ୍କର: ଅନେକ ଲୋକ ଭାବନ୍ତି ଯେ ଯଦି ସେମାନେ ସପ୍ତାହ ସାରା ମଦ୍ୟପାନ କରିବେନି କିନ୍ତୁ କେବଳ ସପ୍ତାହରେ ଗୋଟିଏ କିମ୍ୱା ଦୁଇଦିନ ମଦ୍ୟପାନ କରନ୍ତି, ତେବେ ସେମାନେ ସୁରକ୍ଷିତ ରହିବେ।
ଉଦାହରଣ ସ୍ୱରୂପ,…
