“ଭୟଙ୍କର ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣା, ଜାଣିଶୁଣି ବନ୍ଦ କରାଯାଇଥିଲା ଇନ୍ଧନ ସ୍ୱିଚ୍”! ରିପୋର୍ଟରେ ପାଇଲଟଙ୍କ ଉପରେ…
ଓଡିଶାଭାସ୍କର: ଏୟାର ଇଣ୍ଡିଆ AI 171 ବିମାନ ଦୁର୍ଘଟଣା, ଯାହାର ଛାତିଥରା ଦୃଶ୍ୟ ଏବେ ବି ଲୋକଙ୍କ ମନରୁ ଲିଭିନି। ଯେଉଁ ବିମାନ ଦୁର୍ଘଟଣାରେ ଅନେକ ପରିବାର ଧ୍ୱଂସ ହୋଇଯାଇଥିଲା। ତାକୁ ନେଇ ଏବେ ଏକ ବଡ଼ ଦାବି…
