ଭାରତୀୟ ଟିମ୍ କୁ ବଡ଼ ଝଟକା, ୱେଷ୍ଟଇଣ୍ଡିଜ୍ ସିରିଜ୍ ଖେଳିବେନି ରିଷଭ ପନ୍ତ, ଏହି ଖେଳାଳି ହେଲେ ଭାରତର ଉପ-ଅଧିନାୟକ
ଓଡିଶାଭାସ୍କର: ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଏହି ସିରିଜ୍ ଦୁଇ ମ୍ୟାଚ୍ ବିଶିଷ୍ଟ ହେବ, ପ୍ରଥମ ମ୍ୟାଚ୍ ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି।
ଆଉ ଏହି ସମୟରେ ବିସିସିଆଇ…

