Bank Locker ଚାବି ଯଦି ଆପଣ ହଜେଇ ଦିଅନ୍ତି ତେବେ କ’ଣ ହେବ? ଏହାକୁ ଖୋଲିବାର କଣ ରହିଛି ପ୍ରକ୍ରିୟା, ଜାଣନ୍ତୁ..
ନୂଆଦିଲ୍ଲୀ: ଘରେ ମୂଲ୍ୟବାନ ଅଳଙ୍କାର କିମ୍ବା ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ରଖିବା ଅପେକ୍ଷା ବ୍ୟାଙ୍କ ଲକରକୁ ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଏ।
ଅନେକ ଲୋକ ଏହି ସୁବିଧାର ସୁଯୋଗ ନିଅନ୍ତି। କିନ୍ତୁ ଆପଣ…
