PM Kisan Yojana: ଆପଣଙ୍କ ଖାତାକୁ ବି ଆସିନି 21ତମ କିସ୍ତି? 2000 ଟଙ୍କା ପାଇବାକୁ ଫଟାଫଟ୍ କରନ୍ତୁ ଏହି କାମ
ନୂଆଦିଲ୍ଲୀ: ନଭେମ୍ବର 19 ତାରିଖରେ, ପ୍ରଧାନମନ୍ତ୍ରୀ ମୋଦୀ 9 କୋଟି ଚାଷୀଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା (PM Kisan Yojana 21st Kest) ର 21ତମ କିସ୍ତି ସ୍ଥାନାନ୍ତର କରିଥିଲେ। ତାମିଲନାଡୁର…
