ପ୍ରଥମ ଏବଂ ଦ୍ୱିତୀୟ ସନ୍ତାନ ମଧ୍ୟରେ କେତେ ବର୍ଷର ଅନ୍ତର ରହିବା ନିହାତି ଜରୁରୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ ସଠିକ ସମୟ
ନୂଆଦିଲ୍ଲୀ: ପ୍ରଥମ ଗର୍ଭାବସ୍ଥା ପରେ ଦ୍ୱିତୀୟ ସନ୍ତାନର ଯୋଜନା ବିଷୟରେ ମହିଳାମାନଙ୍କର ମନରେ ଅନେକ ପ୍ରଶ୍ନ ଥାଏ। ପ୍ରସବ ପରେ ଶରୀରରେ ଅନେକ ପରିବର୍ତ୍ତନ ଆସେ, ଯାହାରୁ ସୁସ୍ଥ ହେବା ପାଇଁ ସମୟ ଲାଗେ। ଏହି ସମୟ…
