Breaking News ୫ ବର୍ଷର ଶିଶୁ ତଣ୍ଟିରେ ଫସିଗଲା ହୁଇସିଲ୍: କଥା ବଦଳରେ ବାହାରିଲା ଶବ୍ଦ Abinash Kumar Dhal Jun 24, 2022 ନୂଆଦିଲ୍ଲୀ: ଛୋଟ ପିଲାମାନେ ସାଧାରଣତଃ ହୁଇସିଲ ବଜାଇବାକୁ ଭଲ ପାଆନ୍ତି । କାନ୍ଦୁଥିବା ପିଲାମାନଙ୍କୁ ଚୁପ୍ କରାଇବା ପାଇଁ ବେଳେବେଳେ ସମ୍ପର୍କୀୟମାନେ ଏହି ହୁଇସିଲକୁ ଧରାଇ ଦେଇଥାଆନ୍ତି । କିନ୍ତୁ ହୁଇସିଲରେ ଖେଳିବା…