Gold Astro Tips: ସୁନାଠୁ ଦୂରେଇ ରୁହନ୍ତୁ ଏହି 3 ରାଶିର ବ୍ୟକ୍ତି, ଜାଣନ୍ତୁ କେଉଁମାନଙ୍କ ପାଇଁ ଶୁଭ ଏବଂ କାହା ପାଇଁ ଅଶୁଭ?
Rules for Wearing Gold: ଭାରତୀୟ ପରମ୍ପରାରେ ସୁନାକୁ କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ, ବରଂ ଶୁଭତା, ଐଶ୍ୱର୍ୟ ଓ ସମୃଦ୍ଧିର ପ୍ରତୀକ ଭାବେ ଦେଖାଯାଏ। ବିବାହ, ପୂଜା-ପାଠ ଓ ସମସ୍ତ ଶୁଭ କାର୍ଯ୍ୟରେ ସୁନାର ବିଶେଷ…
