୧୦ମ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କଲେ ନୀତିଶ; କିନ୍ତୁ ନବୀନ ବି କମ ନୁହନ୍ତି, ଅଛନ୍ତି ତାଲିକାର 2ୟ ସ୍ଥାନରେ
ନୂଆଦିଲ୍ଲୀ: ନୀତିଶ କୁମାର ଗୁରୁବାର ୧୦ମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିସହ ସେ ସବୁଠୁ ଅଧିକ ଥର ମୁଖ୍ୟମନ୍ତ୍ରୀ ହେବାରେ ସେ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଏହା ପୂର୍ବରୁ ସେ ୯ଥର…
