Gautam Adani: କାହିଁକି ବିହାର ବିଧାନସଭା ନିର୍ବାଚନ ସମୟରେ ଉଠିଥିଲା ଗୌତମ ଅଦାନୀଙ୍କ ନାଁ? ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ପାଟନା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିସାରିଛି । ଏଥିରେ NDAକୁ ୨୦୨, ମହାଗଠବନ୍ଧନକୁ ୩୫ଟି ଏବଂ ଏଆଇଏମଆଇଏମକୁ ୫ଟି ଆସନ ମିଳିଛି । କିନ୍ତୁ ଏହି ନିର୍ବାଚନ ପୂର୍ବରୁ ଗୌତମ ଅଦାନୀଙ୍କ ନାଁ…
