ଏସିଆ କପ୍ ୨୦୨୫ରେ ବିଜେତା ଟିମ୍କୁ ମିଳିବ ଏତିକି କୋଟି, ହାରିବା ଟିମ୍ ମଧ୍ୟ ହେବେ ମାଲାମାଲ
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଆଜି ଠୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଯାହାକୁ ଦୁଇଟି ଗ୍ରୁପରେ ରଖାଯାଇଛି।
ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆବୁଧାବିର ଶେଖ ଜାଏଦ…

