ମାଡି ଆସିଲା ୱିଣ୍ଟର ଷ୍ଟ୍ରୋମ ରଚିଲା ତାଣ୍ଡବ, ପ୍ରବଳ କ୍ଷୟକ୍ଷତି; ବାତିଲ ହେଲା ୧୩,୦୦୦ ଫ୍ଲାଇଟ ଲୋକ ହନ୍ତସନ୍ତ
ନୂଆଦିଲ୍ଲୀ: ଏକ ଶୀତକାଳୀନ ଝଡ଼ ଆମେରିକାରେ ମାଡ଼ି ଆସିଛି, ଯାହା ଫଳରେ ହଜାର ହଜାର ବିମାନ ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଛି। ଶନିବାର (୨୪ ଜାନୁଆରୀ) ଦିନ ଦେଶର ଅଧିକାଂଶ ସ୍ଥାନରେ ଝଡ଼ ଆସିଥିଲା, ଯାହା ଫଳରେ…
