Wireless ଚାର୍ଜର କଣ? ଏହା କିପରି କାମ କରିଥାଏ? ଫୋନ ପାଇଁ ଏହା ଭଲ ନା ଖରାପ ଆସନ୍ତୁ ଜାଣିବା…
ଓଡିଶା ଭାସ୍କର: ଟେକ୍ନୋଲୋଜି ସହିତ ଦୁନିଆ ଏବେ ଆଗକୁ ବଢିଚାଲିଛି। ଆଗରୁ ସ୍ମାର୍ଟଫୋନ କିଛି ଲୋକଙ୍କ ହାତରେ ଦେଖିବାକୁ ମିଳୁଥିଲା ମାତ୍ର ଏବେ ପ୍ରାୟ ସମସ୍ତେ ସ୍ମାର୍ଟଫୋନ ବ୍ଯବାହର କରୁଛନ୍ତି।
ଆଉ ଏବେ ଡିଜିଟାଲ…
