ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କାହିଁକି ଥଣ୍ଡା ଅଧିକ ଲାଗେ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଅଫିସ୍ର ଗୋଟିଏ ପାର୍ଶ୍ୱରେ କିଛି ଲୋକ ACର ଥଣ୍ଡା ପବନରେ ଆରାମରେ ବସିଛନ୍ତି ଏବଂ ଅନ୍ୟ ପାର୍ଶ୍ୱରେ କିଛି ଲୋକ ସ୍ୱେଟର ପିନ୍ଧି ମଧ୍ୟ ଥରୁଛନ୍ତି । ପ୍ରାୟତଃ ଝିଅମାନେ ଅଧିକ ଥଣ୍ଡା ଅନୁଭବ କରୁଥିବା କଥା…

