ମୃତ ସ୍ୱାମୀଙ୍କ ସନ୍ତାନକୁ ଜନ୍ମ ଦେଲେ ମହିଳା, ଦୁଇ ବର୍ଷ ପୂର୍ବେ ହୋଇଥିଲା ଦେହାନ୍ତ
ଜଣେ ମହିଳାଙ୍କ ପାଇଁ ମା’ ହେବା ଏକ ବଡ଼ ସୌଭାଗ୍ୟ । କିନ୍ତୁ ବେଳେବେଳେ ମହିଳା ଏହି ସୁଖର ବଞ୍ଚିତ ହୋଇଥାନ୍ତି । ଆଉ ଯଦି ମା’ ହେବା ପୂର୍ବରୁ ହିଁ ସ୍ୱାମୀଙ୍କ ମୃତ୍ୟୁ ହୋଇଥାଏ ତେବେ ପତ୍ନୀଙ୍କର ସବୁକିଛି ସରିଯାଏ ।…
