ଚାଞ୍ଚଲ୍ୟ, ପାକିସ୍ତାନ ଯାଇ ଆଉ ଫେରିଲେନି ପଞ୍ଜାବୀ ମହିଳା, ଚିନ୍ତାରେ ପରିବାର, ପୋଲିସର ତଦନ୍ତ ଜାରୀ
ପଞ୍ଜାବ: ପାକିସ୍ତାନ ଯାଇ ପଞ୍ଜାବୀ ମହିଳା ନିଖୋଜ ହେଇଥିବା ନେଇ ସୂଚନା ମିଳିଛି। ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ପାଇଁ ପାକିସ୍ତାନ ଯାଇଥିଲେ ମହିଳା। କିନ୍ତୁ ଅଭିଯୋଗ ହୋଇଛି ଯେ ଦୀର୍ଘ ୧୨ ଦିନ ପରେ ମଧ୍ୟ ମହିଳା…
