15 ସେପ୍ଟେମ୍ବରରୁ ମହିଳାଙ୍କ ଆକାଉଣ୍ଟକୁ ଆସିବ 10 ହଜାର ଟଙ୍କା; ଶୀଘ୍ର କରାଇ ନିଅନ୍ତୁ ଏହି କାମ, ନଚେତ୍ ପରେ ପସ୍ତାଇବେ…
ପାଟଣା: ୧୫ ସେପ୍ଟେମ୍ବରରୁ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବାକୁ ଯାଉଛି। ସରକାର ଆଣିଥିବା ଏହି ଯୋଜନା ଅନୁଯାୟୀ, ୧୦ ହଜାର ଟଙ୍କା ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ। କିନ୍ତୁ ଏହି…

