Women’s ODI World Cup: ବୋବାଲ୍ ବୋଲିଂ କରି ଶ୍ରୀଲଙ୍କାକୁ ଧରାସାୟୀ କଲେ ଦିପ୍ତୀ ଶର୍ମା, ୫୯ ରନରେ ବାଜି ମାରିଲା ଭାରତୀୟ ମହିଳା…
ନୂଆଦିଲ୍ଲୀ: ଭାରତ ICC ମହିଳା ODI ବିଶ୍ୱକପ୍ 2025 ବିଜୟ ସହିତ ଆରମ୍ଭ କରିଛି । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସ୍ମୃତି ମନ୍ଧାନା (8)ରେ ଆଉଟ୍ ହେବା ପରେ, ପ୍ରତୀକା ରାୱଲ…

