ସମୁଦ୍ରର ରାଜା କିଏ? ସେହି ୧୪ଟି ଦେଶ… ଯେଉଁମାନଙ୍କ ପାଖରେ ବିନାଶ ଆଣିବାର ଶକ୍ତି ଅଛି, ଲିଷ୍ଟରେ ଭାରତ କେଉଁଠି
ଓଡିଶାଭାସ୍କର: ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ, ଯାହା କେବଳ ଆକାଶରେ ଦୃଶ୍ୟମାନ ନୁହେଁ। ନୌସେନା ଶକ୍ତିର କଥା ଆସିଲେ, ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ…
