World Boxing Championships: ଭାରତୀୟ ବକ୍ସର ଜସ୍ମିନ ହେଲେ ବିଶ୍ୱ ଚାମ୍ପିଅନ୍; ରଚିଲେ ଇତିହାସ, ପ୍ୟାରିସ୍ ଅଲମ୍ପିକ୍ସ ବିଜେତାଙ୍କୁ ହରାଇ…
ନୂଆଦିଲ୍ଲୀ: ଭାରତୀୟ ବକ୍ସିଂ ପ୍ରେମୀଙ୍କ ପାଇଁ ଆଜିର ଦିନଟି ବହୁତ ଗର୍ବର ଦିନ । ବିଶ୍ୱ ବକ୍ସିଂ ଚାମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ଭାରତୀୟ ଝିଅ ଜସ୍ମିନ୍ ଲାମ୍ବୋରିଆ । ଜାସ୍ମିନ୍ ବିଶ୍ୱ…

