ICC Women’s World Cup: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଏବେ ମାତ୍ର 100 ଟଙ୍କାରେ ଦେଖିପାରିବେ ୱାର୍ଲ୍ଡ କପ୍ ମ୍ୟାଚ୍
ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଏବେ ମାତ୍ର 100 ଟଙ୍କାରେ ଦେଖିପାରିବେ ବିଶ୍ବକପ୍ ମ୍ୟାଚ । ମହିଳା ବିଶ୍ୱକପ୍ 2025 ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ସମୟ ବାକି ଅଛି। ଏହା ଭାରତ ଏବଂ…

