World Toilet Day: ଦିନ ଥିଲା ଏହି ଦେଶରେ ମହିଳା-ପୁରୁଷଙ୍କର ଥିଲା ଗୋଟିଏ ଟଏଲେଟ୍, ହେଲେ ସଜା ଥିଲା ବହୁତ କଡ଼ା!
ଓଡିଶାଭାସ୍କର: ନଭେମ୍ବର ୧୯ ତାରିଖରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଶୌଚାଳୟ ଦିବସ ବିଶ୍ୱକୁ ମନେ ପକାଇ ଦିଏ ଯେ ସ୍ୱଚ୍ଛ ଶୌଚାଳୟ କେବଳ ଏକ ସୁବିଧା ନୁହେଁ, ବରଂ ମର୍ଯ୍ୟାଦା ଏବଂ ସୁରକ୍ଷାର ପ୍ରତୀକ।
କିନ୍ତୁ ଆପଣ କ'ଣ…
