ତୃତୀୟ ବିଶ୍ୱଯୁଦ୍ଧ, ଏଲିଏନ୍ସଙ୍କ ଏଣ୍ଟ୍ରି, AI ର କବ୍ଜା… ୨୦୨୬ ପାଇଁ ବାବା ଭାଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ !
ନୂଆଦିଲ୍ଲୀ: ୨୦୨୬ ଆସିବାକୁ ଆଉ ମାତ୍ର କିଛି ମାସ ବାକି ଅଛି । କିନ୍ତୁ ବୁଲଗାରିଆର ରହସ୍ୟବାଦୀ ବାବା ଭାଙ୍ଗାଙ୍କ ୨୦୨୬ ସମ୍ପର୍କରେ ଭବିଷ୍ୟବାଣୀ ଏବେ ଶିରୋନାମା ପାଲଟିଛି। ତାଙ୍କ ଅନୁଗାମୀଙ୍କ ଅନୁଯାୟୀ, ବାବା ଭାଙ୍ଗା…

