WPL 2026: ପୁଣି ଥରେ ବାଜି ମାରିଲା RCB ; ଚାମ୍ପିଅନ୍ ହେବା ପରେ ଏହି ଖେଳାଳିଙ୍କ ଉପରେ ହେଲା ଟଙ୍କା ବର୍ଷା; ସ୍ମୃତିଙ୍କୁ ବଡ଼ ସଫଳତା
ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ୨୦୨୬ରେ ପୁଣି ଥରେ ଚାମ୍ପିଅନ୍ ହୋଇଛି RCB। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ୍ ହାତେଇଛି। ଗୁରୁବାରର…
