WPL Auction 2026: ମେଗା ଅକ୍ସନ ପାଇଁ ତାରିଖ ଘୋଷଣା! ଜାଣନ୍ତୁ କେବେ, କେଉଁଠି ଏବଂ କିପରି ଦେଖିବେ ପୁରା ଇଭେଣ୍ଟର LIVE ଶୋ?
ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (WPL)ର ଚତୁର୍ଥ ସିଜିନ୍ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକଙ୍କ ଉତ୍ସାହ ବଢିବାରେ ଲାଗିଛି। WPL 2026 ମେଗା ନିଲାମର ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। ଏହି ପ୍ରମୁଖ…
