କ୍ରେଜରେ ଥିବା iPhone 17କୁ ଟକ୍କର ଦେଉଛନ୍ତି ଏହି ୫ ସ୍ମାର୍ଟଫୋନ୍, ମିଳୁଛି ଦମଦାର ଫିଚର୍
ନୂଆଦିଲ୍ଲୀ: ଭାରତରେ iPhone 17 ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍ ୮୨,୯୯୯ ରୁ ଆରମ୍ଭ ହେଉଛି ଏବଂ ଏହାର ଶ୍ରେଷ୍ଠ ଭାରିଆଣ୍ଟର ମୂଲ୍ୟ ୧.୦୨ ଲକ୍ଷ ରହିଛି।
ତେଣୁ ଯଦି ଆପଣ iPhone 17 ର ମୂଲ୍ୟ ବିଷୟରେ…

