ଭଗବାନ କୃଷ୍ଣଙ୍କ ମୃତ୍ୟୁ କିପରି ହୋଇଥିଲା, ଷଡ଼ଯନ୍ତ୍ର ନା ଅଭିଶାପ… କ’ଣ ଥିଲା ପ୍ରକୃତ କାରଣ
ଓଡିଶାଭାସ୍କର: ଆମେ ସମସ୍ତେ ଭଗବାନ କୃଷ୍ଣଙ୍କ ଅନେକ ମହିମା ବିଷୟରେ ଜାଣିଛନ୍ତି। କାରାଗାରରେ ଜନ୍ମ ହେବାଠାରୁ ଆରମ୍ଭ କରି ମାଖନ ଚୋରି କରିବା, କଂସଙ୍କୁ ହତ୍ୟା କରିବା ଏବଂ ରାସ ଲୀଳା ପର୍ଯ୍ୟନ୍ତ, ଏପରି ଅନେକ ଲୀଳା…
