ଗାବ୍ରିଏଲ ଅଟ୍ଟଲ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ: ମାତ୍ର ୩୪ ବର୍ଷରେ ରଚିଲେ ଇତିହାସ
ନୂଆଦିଲ୍ଲୀ: ଗାବ୍ରିଏଲ ଅଟ୍ଟଲ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇ ଗାବ୍ରିଏଲ ଇତିହାସ ରଚିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରନ…
