YouTube ଦେବ ରୋଜଗାର ପନ୍ଥା; ଆପଣାନ୍ତୁ ଏହି ଉପାୟ, ଘରେ ବସି କମାଇ ପାରିବେ ହଜାର ହଜାର ଟଙ୍କା…
ଓଡିଶା ଭାସ୍କର: ବର୍ତ୍ତମାନ ୟୁଟ୍ଯୁବ କେବଳ ମନୋରଞ୍ଜନର ମାଧ୍ୟମ ହୋଇଛି ତାହା ନୁହେଁ। ଏବେ ୟୁଟ୍ଯୁବ ଲୋକଙ୍କ ପାଇଁ ରୋଜଗାର ପନ୍ଥା ମଧ୍ୟ ଖୋଲୁଛି। ଭାରତରେ ହଜାର ହଜାର ଲୋକ YouTube ରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର…
