ଟଙ୍କା ଆୟ କରିବା ସହଜ କଲା YouTube; ଆସିଗଲା ତଗଡା ପ୍ଲାନ୍, ଏବେ ଆପଣଙ୍କ AI ଅବତାର କରିବ ୟୁଟ୍ଯୁବ୍ Shorts
ଓଡିଶା ଭାସ୍କର: ପ୍ଲାନ ବଦଳାଇଲା YouTube। ଏବେ ଟଙ୍କା ଇନକମ କରିବା ଆହୁରୀ ସହଜ ହୋଇଗଲା। YouTube ଖୁବ୍ ଶୀଘ୍ର ଏକ ବୈଶିଷ୍ଟ୍ୟ ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି ଯାହା କ୍ରିଏଟରମାନଙ୍କୁ ସେମାନଙ୍କର ନିଜସ୍ୱ…
