Zomato ୨୦% ବଢାଇଦେଲା ପ୍ଲାଟଫର୍ମ ଫିସ୍, ଅନଲାଇନରେ ଖାଦ୍ୟ ଅର୍ଡର କରିବା ହେଲା ମହଙ୍ଗା
ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ଅର୍ଡର କରୁଥିବା ଲୋକଙ୍କୁ ଏଣିକି ଅଧିକ ଟଙ୍କା ଦେବାକୁ ପଡ଼ିବ। ଅନଲାଇନ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ନିଜ ସେବାଗୁଡ଼ିକ ପାଇଁ ପ୍ଲାଟଫର୍ମ ଫିସରେ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି।…

