Zubeen Garg Death: ଡୋଲି ସଜାକେ ରଖନା ସିଙ୍ଗରଙ୍କର ସ୍କୁବା ଡାଇଭିଂ ଦୁର୍ଘଟଣାରେ ମୃତ୍ୟୁ
ଆସାମ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା। ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପ୍ରସିଦ୍ଧ ଆସାମୀ ସିଙ୍ଗର ଜୁବିନ୍ ଗର୍ଗଙ୍କ ଦେହାନ୍ତ ଖବର ପୁରା ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି।
କିଛି ସମୟ ପୂର୍ବରୁ ଖବର…

