fbpx

ଚାଷୀଙ୍କ ପାଇଁ ୨୦ଟି ଟାଗେର୍ଟ: ଅରୁଣ

ଭୁବନେଶ୍ୱର,୧୯ ।୧୨(ଓଡିଶା ଭାସ୍କର): ଆଜି କୃଷି ଓ କୃଷକ କଲ୍ୟାଣ ବିଭାଗରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ୫-ଟି ଓ ‘ମୋ ସରକାର’ର କାର୍ଯ୍ୟକାରିତାକୁ ନେଇ ଏହି କର୍ମଶାଳା ହୋଇଛି । ଜାନୁଆରୀ ପହିଲା ସୁଦ୍ଧା ମୋବାଇଲ ଆପରେ ସ୍କିମ୍ ଉପଲବ୍ଧ ହେବ । ୨୦୨୦ ଏପ୍ରିଲ ସୁଦ୍ଧା ଚାଷୀଙ୍କ ପାଇଁ ଡାଟା ବେସ୍ ହେବ । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ୨୦ଟି ଟାର୍ଗେଟ ପ୍ରସ୍ତୁତ ହେବ । ୫-ଟି ଓ ‘ମୋ ସରକାର’ କର୍ମଶାଳାରେ ଏନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.